ଚରମକାଳ Charamakāḻa
- ସଂ. ବି (କର୍ମଧାରୟ; ଚରମ+କାଳ) — ଅନ୍ତିମ ବା ଶେଷ ଅବସ୍ଥା — Last stage; final stage
- ସଂ. ବି (କର୍ମଧାରୟ; ଚରମ+କାଳ) — ବୃଦ୍ଧାବସ୍ଥା — Old age
- ସଂ. ବି (କର୍ମଧାରୟ; ଚରମ+କାଳ) — ମୁମୂର୍ଷୁ ଅବସ୍ଥା; ମଲାବେଳ — Dying state; one's last moments; the hour of death