ଚରମ ଆଦର୍ଶ Charama ādarṡa
- ଦେ. ବି. (ସଂ. ଚରମ+ଆଦର୍ଶ; ସଂ. ରେ ସନ୍ଧିଦ୍ୱାରା ଚରମାଦର୍ଶ ପଦ ହେବ; ଓଡ଼ିଆରେ 2 ଟି ଶବ୍ଦ ପୃଥକ ରଖାଯାଇଅଛି) — ମନୁଷ୍ୟ ଜୀବନର ସର୍ବୋତ୍କୃଷ୍ଟ ବା ଅନ୍ତିମ ଲକ୍ଷ୍ୟ — The beau-ideal; the ultimate model or aim of life; the highest aim of human existence