ଚରମ କରିବା Charama karibā
- ଦେ. କ୍ରି — କୌଣସି ବ୍ଯକ୍ତି ଆଡ଼କୁ ଆପଣାର ପିଠିକୁ ବୁଲାଇବା; କୌଣସି ବ୍ଯକ୍ତି ଆଡ଼କୁ ଆପଣାର ମୁହଁକୁ ବୁଲାଇବା — To turn back; to turn one's face away from a person
- ଦେ. କ୍ରି — ଭରମରମ୍ୟଦେହା ଚରମ କଲୁ ଯାହା ଜାଣିଲି ମୋ କରମ ଫାଟିଲାରେ— କବିସୂର୍ଯ୍ୟ, ସଙ୍ଗୀତ।