ଚରମପତ୍ର Charamapatra

  • ସଂ. ବି. (ଆଧୁନିକ ପ୍ରୟୋଗ) (କର୍ମଧାରୟ; ଚରମ+ପତ୍ର) — ମୃତ୍ୟୁ ପରେ ତ୍ୟକ୍ତ ସମ୍ପତ୍ତି ସମ୍ବନ୍ଧରେ ମୃତ୍ୟୁ ପୂର୍ବରୁ କୌଣସି ବ୍ଯକ୍ତି ସମ୍ପାଦନ କରିଯିବା ଦଲିଲ — A will; last will; testament