ଚରମକ୍ରିୟା Charamakriyā

  • ସଂ. ବି—(କର୍ମଧା; ଚରମ+କ୍ରିୟା) — ମୃତ ବ୍ଯକ୍ତିର ଶୁଦ୍ଧିକ୍ରିୟା — Funeral ceremony (M.W.)