ଚରବସ୍ତ୍ Charabast

  • ଦେ. ବି (ସଂ. ଚର=ପଟୁ+ବସ ଧାତୁ; ଯେଉଁ ଜମିରେ ପଟୁ ବସି ଯାଇଥାଏ) — ନଈବଢ଼ି ଦ୍ୱାରା ନଦୀଗର୍ଭରେ ପଟୁ ପଡ଼ି ଯେଉଁ କୃଷି ଉପଯୋଗୀ ଜମି ଜାତ ହୋଇ— ଥାଏ; ପଟୁଜମି — Silted land on the bed of a river fit for cultivation