ଚରଣି ଘିଅ Charaṇi ghia

  • ଦେ. ବି. — ରାଜାଙ୍କ ଭୂମିରେ ବିନା କରରେ ଗୋରୁ ଚରାଇବା ଯୋଗୁଁ ଗଉଡ଼ମାନେ ରାଜାଙ୍କୁ ମାଗଣା ଦେବା ନିର୍ଦ୍ଦିଷ୍ଟ ଘିଅ — Ghee paid to a landlord by cowherds in lieu of grazing tax