ଚରଣୋପଧାନ Charaṇopadhāna

  • ସଂ. ବି. ( 6 ଷ୍ଠୀ ତତ୍; ଚରଣ+ଉପଧାନ) — ଯେଉଁ ମାଣ୍ତି ବା ଆସନ ଉପରେ ଗୋଡ଼ ରଖା ଯାଏ — Foot rest. (M.W.)