ଚରମପନ୍ଥା Charamapanthā

  • ସଂ. ବି (ଚରମ+ପଥ; ଆଧୁନିକ ପ୍ରୟୋଗ) — ରାଜା ବା ଶାସକଙ୍କୁ ବହିଷ୍କୃତ କରି ସ୍ୱାୟତଶାସନ ଲାଭ କରିବାରୂପ ରାଜନୀତିକ ଉପାୟ — The way of the extrements in politics; extremist in politics