ଗୁଣନୀୟକ Guṇanīyaka
- ସଂ. ବି. (ଗୁଣନୀୟ+ସଂଜ୍ଞାର୍ଥେ. କ) — (ଗଣିତ) କୌଣସି କ୍ଷୁଦ୍ରତର ରାଶିଦ୍ୱାରା ଭାଗ କରାଗଲେ ଯେଉଁ ରାଶିରୁ କିଛି ଅବଶିଷ୍ଟ ନ ରହେ — (arithmetic) A measure; a bigger number which leaves no remainder when divided by a smaller number
- ସଂ. ବି. (ଗୁଣନୀୟ+ସଂଜ୍ଞାର୍ଥେ. କ) — (ଗଣିତ) ଯେଉଁ ରାଶି ଅପର ରାଶି ଦ୍ୱାରା ଗୁଣିତ ହେଲେ ଗୁଣଫଳ ଉତ୍ପାଦନ କରେ — (arithmetic) Factor