ଗୁଣନିକା Guṇanikā
- ସଂ. ବି. ସ୍ତ୍ରୀ. (ଗୁଣ ଧାତୁ+ଭାବ. ଅନ+କ+ଆ) — ଗୁଣନ — Multiplication
- ସଂ. ବି. ସ୍ତ୍ରୀ. (ଗୁଣ ଧାତୁ+ଭାବ. ଅନ+କ+ଆ) — ଆମ୍ରେଡନ; ଦ୍ୱିରୁକ୍ତି — Repetition
- ସଂ. ବି. ସ୍ତ୍ରୀ. (ଗୁଣ ଧାତୁ+ଭାବ. ଅନ+କ+ଆ) — ଅଭ୍ୟାସ — Habit
- ସଂ. ବି. ସ୍ତ୍ରୀ. (ଗୁଣ ଧାତୁ+ଭାବ. ଅନ+କ+ଆ) — ନୃତ୍ୟ — Dancing
- ସଂ. ବି. ସ୍ତ୍ରୀ. (ଗୁଣ ଧାତୁ+ଭାବ. ଅନ+କ+ଆ) — ପୁନରାବୃତି; ପାଠ ସ୍ଥିରୀକରଣ — Recital; Revision
- ସଂ. ବି. ସ୍ତ୍ରୀ. (ଗୁଣ ଧାତୁ+ଭାବ. ଅନ+କ+ଆ) — ଶୂନ୍ଯ ସଂଖ୍ୟା — Cipher