ଗୁଣବାଚକ Guṇabāchaka

  • ସଂ. ବିଣ. (ଗୁଣ+ବଚ୍ ଧାତୁ+କତ୍ତୃ. ଅକ) — ଗୁଣପ୍ରକାଶକ — Expressive of qualities
  • ସଂ. ବିଣ. (ଗୁଣ+ବଚ୍ ଧାତୁ+କତ୍ତୃ. ଅକ) — (ବ୍ୟାକରଣ) ଯେଉଁ ବିଶେଷ୍ୟ ବା ବିଶେଷଣ ଶବ୍ଦଦ୍ୱରା ଗୁଣ ପ୍ରକାଶିତ ହୁଏ — (grammar) Denoting a quality; attributive
  • ସଂ. ବି — (ବ୍ୟାକରଣ) ବିଶେଷଣ — (Grammar) Adjective