ଗୁଣବାଦ Guṇabāda
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ବାଦ) — ଗୁଣ କୀର୍ତ୍ତନ — Recital or statement of one's qualities
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ବାଦ) — ପ୍ରଶଂସା; ସ୍ତୁତିବାଦ — Eulogy; praise
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ବାଦ) — ମୀମାଂସା ଦର୍ଶନ ଅନୁସାରେ ଅର୍ଥବାଦର ଏକ ଭେଦ — A kind of interpretation according to the Hindu Mīmāṁsā philosophy
- ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ବାଦ) — [ଦ୍ର— ଅର୍ଥବାଦ 3 ପ୍ରକାର— ଗୁଣବାଦ, ଅନୁବାଦ, ଭୂତାର୍ଥବାଦ। ଯେଉଁଠାରେ ବିଶେଷ୍ୟ ବିଶେଷଣର ଆକ୍ଷରିକ ବା ପଦର ଅର୍ଥ ଗ୍ରହଣ କଲେ ତାତ୍ପର୍ଯ୍ୟ ଧରା ପଡ଼େ ନାହିଁ ସେଠାରେ ବିଶେଷ୍ୟ ପ୍ରତି ପ୍ରଯୁଜ୍ୟ ଗୋଟିଏ ଅର୍ଥ ବିଶେଷ୍ୟରେ ଲଗାଯାଏ, ଏହାକୁ ଗୁଣବାଦ କହନ୍ତି—ହି. ଶବ୍ଦସାଗର।] — [ଦ୍ର— ଅର୍ଥବାଦ3ପ୍ରକାର— ଗୁଣବାଦ, ଅନୁବାଦ, ଭୂତାର୍ଥବାଦ ଯେଉଁଠାରେ ବିଶେଷ୍ୟ ବିଶେଷଣର ଆକ୍ଷରିକ ବା ପଦର ଅର୍ଥ ଗ୍ରହଣ କଲେ ତାତ୍ପର୍ଯ୍ୟ ଧରା ପଡ଼େ ନାହିଁ ସେଠାରେ ବିଶେଷ୍ୟ ପ୍ରତି ପ୍ରଯୁଜ୍ୟ ଗୋଟିଏ ଅର୍ଥ ବିଶେଷ୍ୟରେ ଲଗାଯାଏ, ଏହାକୁ ଗୁଣବାଦ କହନ୍ତି—ହି. ଶବ୍ଦସାଗର]