ଗୁଣମୟ Guṇamaya

  • ସଂ. ବିଣ. (ଗୁଣ+ପ୍ରାଚୁର୍ଯ୍ୟାର୍ଥେ. ମୟ) — ପ୍ରଭୂତ ଗୁଣ— ସଂପନ୍ନ; ସୁଗୁଣପୂର୍ଣ୍ଣ — Full of (good) qualities
  • ସଂ. ବିଣ. (ଗୁଣ+ପ୍ରାଚୁର୍ଯ୍ୟାର୍ଥେ. ମୟ) — ସତ୍ୱ, ରଜଃ ଓ ତମୋଗୁଣବିଶିଷ୍ଟ — Consisting of the 3 primordial qualities of nature