ଗୁଣବନ୍ତ Guṇabanta

  • ଦେ. ବିଣ; ପୁଂ. (ସଂ. ଗୁଣବତ୍) — ଗୁଣବାନ୍ (ଦେଖ) — Guṇabān (See)
  • ଦେ. ବିଣ; ପୁଂ. (ସଂ. ଗୁଣବତ୍) — ବିଦ୍ୱାନ୍ — Learned
  • ଦେ. ବିଣ; ପୁଂ. (ସଂ. ଗୁଣବତ୍) — ଗୁଣବନ୍ତ ହୋଇଣ ଜିତେନ୍ଦ୍ରିୟ ହେବ କୃଷ୍ଣସିଂହ, ମହାଭାରତ, ବନ।