ଗୁଣବୈଷମ୍ୟ Guṇaba̲i̱shamya

  • ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ବୈଷମ୍ୟ) — ବିରୁଦ୍ଧ ଗୁଣର ସମାବେଶ — Conglomeration of opposite qualities or virtues
  • ସଂ. ବି. ( 6 ଷ୍ଠୀ ତତ୍; ଗୁଣ+ବୈଷମ୍ୟ) — ଗୁଣର ଅସମାନତା — Dissimilarity of qualities