ଗୁଣନ Guṇana
- ସଂ. ବି (ଗୁଣ୍ ଧାତୁ+ଭାବ. ଅନ) — ମନ୍ତ୍ରଣା — Plotting
- ସଂ. ବି (ଗୁଣ୍ ଧାତୁ+ଭାବ. ଅନ) — ଅଭ୍ୟାସ — Habit
- ସଂ. ବି (ଗୁଣ୍ ଧାତୁ+ଭାବ. ଅନ) — (ବିପରୀତ—ହରଣ)
- ସଂ. ବି (ଗୁଣ୍ ଧାତୁ+ଭାବ. ଅନ) — (ଗଣିତ) ପୂରଣ; ଏକ ସଂଖ୍ୟକୁ ଅନ୍ଯ ସଂଖ୍ୟାରେ ଗୁଣିବା — 3. (arithmatic) Multiplying; multiplication
- ସଂ. ବି (ଗୁଣ୍ ଧାତୁ+ଭାବ. ଅନ) — ଆବୃତ — Recital
- ସଂ. ବି (ଗୁଣ୍ ଧାତୁ+ଭାବ. ଅନ) — ବର୍ଣ୍ଣନ — Description