ଗୁଣନ ପ୍ରତିଗୁଣନ Guṇana pratiguṇana

  • ସଂ. ବି. (ଗଣିତ ପରିଭାଷା) (ଆଧୁନିକ ବ୍ଯବହାର) — ଏକାଧିକ ସଂଖ୍ୟାବିଶିଷ୍ଟ ରାଶିର ଭିନ୍ନ ଭିନ୍ନ ଅଙ୍ଗକୁ ଭିନ୍ନ ଭିନ୍ନ ରୂପେ ସଂସ୍ଥାପନ କରି ଗଣନା କରିବା ପ୍ରଣାଳୀବିଶେଷ — (arthmetic) Permutation and combination