ଗର୍ଭସ୍ଥ Garbhastha

  • ସଂ. ବିଣ. (ଗର୍ଭ+ସ୍ଥ ଧାତୁ+କର୍ତ୍ତୃ. ଅ) — ଉଦରସ୍ଥ; ଗର୍ଭମଧ୍ୟସ୍ଥ; ଗର୍ଭରେ ଥିବା — In the womb; in the belly
  • ସଂ. ବିଣ. (ଗର୍ଭ+ସ୍ଥ ଧାତୁ+କର୍ତ୍ତୃ. ଅ) — ଅନ୍ତରସ୍ଥ;ମଧ୍ୟସ୍ଥ — Situate inside; internal