ଗର୍ଭହେବା Garbhahebā

  • ଦେ. କ୍ରି — ଗର୍ଭବତୀ ହେବା — To be pregnant
  • ଦେ. କ୍ରି — ବଶିଷ୍ଠ ସଙ୍ଗେ ସଙ୍ଗ କରି ଗର୍ଭ ହୋଇଲା ତାର ନାରୀ। ଜଗନ୍ନାଥ, ଭାଗବତ।