ଗର୍ଭସଙ୍ଗୀ Garbhasaṅgī

  • ଦେ. ବିଣ — ଗର୍ଭବତୀ — Pregnant
  • ଦେ. ବିଣ — ପୁରୋହିତ ମନ୍ତ୍ର ବଳେ ଯେ ଧୂମ ସୁଘିଂ ହୋଇଲେ ସବୁ ନାରୀମାନେ ଗର୍ଭସଙ୍ଗୀ। କୃଷ୍ଣସିଂହ, ମହାଭାରତ, ବନ।