ଗର୍ଭସଞ୍ଚାର Garbhasan̄chāra

  • ସଂ. ବି. ( 6 ଷ୍ଠୀ ତତ୍;ଗର୍ଭ+ସଞ୍ଚାର) — ଗର୍ଭଧାରଣ; ଗର୍ଭରେ ରଜୋବୀର୍ଯ୍ୟର ମିଳନ— ଯୋଗୁଁ ଭ୍ରୂଣର ସୃଷ୍ଟି — Conception