ଗର୍ଭଶଯ୍ୟା Garbhaṡaj̄yā

  • ସଂ. ବି. (ରୂପକ କର୍ମଧା; ଗର୍ଭ+ଶଯ୍ଯା) — ଗର୍ଭରେ ଭ୍ରୂଣର ବାସ ବା ଅବସ୍ଥାନ — The existence of the foetus in the womb
  • ସଂ. ବି. (ରୂପକ କର୍ମଧା; ଗର୍ଭ+ଶଯ୍ଯା) — ଜରାୟୁ — Uterus