ଗର୍ଭସ୍ରାବ Garbhasrāba
- ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ସ୍ରାବ) — ଗର୍ଭପାତ — Miscarriage; abortion
- ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ସ୍ରାବ) — ଗର୍ଭନାଶ; ଗର୍ଭପାତନ — Causing abortion
- ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ସ୍ରାବ) — ପାଞ୍ଚ ମାସେ ଗର୍ଭେ ଥାଇଣ ଗର୍ଭସ୍ରାବ ହୋଇଥିଲେ ପାଇ ଥାଆନ୍ତୁ ସୁଖ ଭାବ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।