ଗର୍ଭଶଙ୍କୁ Garbhaṡaṅku

  • ସଂ. ବି. (ମ. ପ. ଲୋ; ଗର୍ଭରେ ବ୍ଯବହୃତ ଶଙ୍କୁ) — ମୃତବତ୍ସାକୁ ଗର୍ଭରୁ ନିଷ୍କାସନ କରିବା ପାଇଁ ବ୍ଯବହୃତ ସୁଶ୍ରୂତୋକ୍ତ ଶସ୍ତ୍ରବିଶେଷ — A surgical instrument for extracting a dead foetus