ଗରାବଡ଼ୁ Garābaṟḍ̠u
- ଦେ. ବି. (ସଂ. ଗର୍ଗବଟୁ) ଭୁବନେଶ୍ୱରରେ ଦେବତାଙ୍କୁ ସ୍ନାନ କରାଇବା ବ୍ରାହ୍ମଣ ସେବକବିଶେଷ — A Brāhmaṇa Sebaks who bethes the idol;
- ଦେ. ବି. (ସଂ. ଗର୍ଗବଟୁ) ରାଜା ବା ଦେବତାଙ୍କ ପୂଜା ସମୟରେ ଜଳ, ଫୁଲ ଓ ଚନ୍ଦନାଦି ଯୋଗାଇବା ବ୍ରାହ୍ମଣ ସେବକ — A Brāhmaṇa servant who supplies sandal-paste, flower and water at the time of worship