ଗରାସ Garāsa

  • ଗ୍ରା. (ପଦ୍ଯ) ବି — ଗ୍ରାସ (ଦେଖ) — Grāsa (See)
  • ଗ୍ରା. (ପଦ୍ଯ) ବି — କୁରୁକ୍ଷେତ୍ରେ ପଡ଼ିଲେ ସେ ଗୋମାୟୁ ଗରାସେ। ରାଧାନାଥ, ବେଣୀସଂହାର।