ଗରି Gari

  • ଦେ. ବି — ଛପରଘରର ଚାଳର ଲମ୍ବପଟି; ଗଡ଼ି — A belt of thatching
  • ଦେ. ବି — ସ୍ରୋତସ୍ୱତୀ ନଦୀରେ ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ଜଳ ଗଡ଼ିବାର ସ୍ଥାନ — The shallow part of a river from which the current flows down to a deeper part
  • ଦେ. ବି — ଖଣ୍ଡ — Piece
  • ପ୍ରାଦେ. (ସମ୍ବଲପୁର) ବି — ବନସି — Angling rod