ଗରାସିବା Garāsibā

  • ଦେ. କ୍ରି. (ସଂ. ଗ୍ରାସ) — ବ୍ୟାପିବା — To pervade; to spread
  • ଦେ. କ୍ରି. (ସଂ. ଗ୍ରାସ) — ପୁଲକ ବେପଥୁ ଗଲା ତନୁରେ ଗରାସି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. କ୍ରି. (ସଂ. ଗ୍ରାସ) — ଗ୍ରାସ କରିବା — To devour
  • ଦେ. କ୍ରି. (ସଂ. ଗ୍ରାସ) — ( 2 ଓ 3 ) ବ୍ୟାପି ଶୋଭା ଦିଶେ ଭୟଙ୍କର ଦିଶେ ଗରାସେ ଘନାଘନ ହରି। ଭଞ୍ଜ, ବୈଦେହୀଶବିଳାଶ। — (2ଓ3) ବ୍ୟାପି ଶୋଭା ଦିଶେ ଭୟଙ୍କର ଦିଶେ ଗରାସେ ଘନାଘନ ହରି ଭଞ୍ଜ, ବୈଦେହୀଶବିଳାଶ
  • ଦେ. କ୍ରି. (ସଂ. ଗ୍ରାସ) — ଗ୍ରାସିବା (ଦେଖ) — Grāsibā (See)