ଗରାହି Garāhi

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଗ୍ରହ ଧାତୁଜ ଗ୍ରାହୀ; ତୁଳ. ହି— ଗରାଁୱ) — ଗୋରୁଗାଈ ବନ୍ଧାଯିବା ପଘା — A string to tie cattle