ଗରାକ Garāka

  • ଗ୍ରା. ବି. (ସଂ. ଗ୍ରାହକ) — ଦୋକାନରୁ ନିୟମିତରୂପେ ପଣ୍ୟଦ୍ରବ୍ୟ କିଣିବା ଲୋକ — A regular customer of a shop
  • ଗ୍ରା. ବି. (ସଂ. ଗ୍ରାହକ) — ପଣ୍ୟଦ୍ରବ୍ୟ କିଣିବା ଲୋକ — Purchaser of commodities