କଢ଼ାକଢ଼ି Kaṟḍ̠ẖākaṟḍ̠ẖi
- ଦେ. ବି. — ନାନା ପ୍ରକାର ବସ୍ତୁକୁ ଭିତରୁ କାଢ଼ିବା ବା ବାହାର କରିବା କର୍ମ — Act of bringing out things
- ଦେ. ବିଣ. — ପରସ୍ପର ଛଡ଼ାଇବା; ଛଡ଼ାଛଡ଼ି; ପରସ୍ପର ଦେହରୁ କାଢ଼ୁଥିବା — Mutually bringing out or extracting things from each other's body; reciprocal snatching
- ଦେ. ବିଣ. — ଦେହରୁ କାଣ୍ଡମାନ କଢ଼ାକଢ଼ି ହେଲେ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।