କଢ଼ାଇବା Kaṟḍ̠ẖāibā
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — ସର୍ବସମକ୍ଷରେ ଦେଖାଇବା — To show; to exhibit
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — କଢ଼ାଇଲା ମୋହର ଅମହତ୍ୱ ବାରୀ— କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — ଅନ୍ୟଦ୍ୱାରା ବାହାର କରାଇବା — To cause to be brought out
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — ଲୋକଙ୍କ ହାତେ ତାହା କଢ଼ାଇ ପକାଇଲେ— କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — ବାଟ କଢ଼ାଇବା; ଆଗେ ଆଗେ ଚାଲି ପଛରେ ଥିବା ବ୍ଯକ୍ତିଙ୍କୁ ବାଟ ଦେଖାଇବା — To guide; to lead the way
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — ପ୍ରଭୁ ନିତ୍ୟକର୍ମ ବଢ଼ାଇଲେ, ମୁନି ଆଗେ ପଥ କଢ଼ାଇଲେ। ବିଶ୍ୱନାଥ—ବିଚିତ୍ରରାମାୟଣ।
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — (ଦଃଖ; କଷ୍ଟ) ଦୂର କରାଇବା — To remove (sorrow, pain etc)
- ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ୍ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) — ପଛେ ପର୍ଣ୍ଣାଦଙ୍କର କହିବାର କଥା, କହି କଢ଼ାଇବୁ ତାହାଙ୍କ ହୃଦ ବ୍ଯଥା। କୃଷ୍ଣସିଂହ, ମହାଭାରତ, ବନ