କଢ଼ Kaṟḍ̠ẖa

  • ଦେ. ବି. — କଢ଼ି ( 1 ) (ଦେଖ) — କଢ଼ି () (ଦେଖ). Kaṟḍ̠ẖi () (See)
  • ଦେ. ବି. — (ଖଜୁରି; ନଡ଼ିଆ ଆଦି) ଗଛର ଅଗ୍ରଭାଗର କୋମଳ ଅଂଶ, ଯହିଁରୁ ଶାଖାପ୍ରଶାଖା ବାହାରି ଥାଏ — The tender tops of date-palm and cocoanut trees from which branches shoot forth
  • ଦେ. ବି. — କଢ଼ା ( 2 ଏବଂ 3 ) (ଦେଖ) — କଢ଼ା (2ଏବଂ) (ଦେଖ). Kaṟḍ̠ẖā (2 & ) (See)
  • ଦେ. ବିଣ — ଅସ୍ଫୁଟ; ଅପ୍ରକାଶ — Indistinct