କଢ଼ାଣ ମୁଣ୍ଡା Kaṟḍ̠ẖāṇa muṇḍā

  • ଦେ. ବି. — ଏକ ପ୍ରକାର ସରୁ ଲଙ୍ଗଳମୁଣ୍ଡା — A slender bladed plough for ploughing a maiden field
  • ଦେ. ବି. — [ଦ୍ର—ଏଥିରେ ପଡ଼ିଆ ଭୂମି ପ୍ରଥମ ଓଡ଼ ଚାଷ କରାଯାଏ।]