କଢ଼ାଣ Kaṟḍ̠ẖāṇa

  • ଦେ. ବି. (ସଂ. କର୍ଷଣ; ପ୍ରା. କଡ୍ଢ଼ଣ) — କାଢ଼ିବା କର୍ମ; ବାହାର କରିବା — Bringing out
  • ଦେ. ବି. (ସଂ. କର୍ଷଣ; ପ୍ରା. କଡ୍ଢ଼ଣ) — ପ୍ରଥମ ଥର କର୍ଷଣ — Ploughing of a plot of land for the first time
  • ଦେ. ବି. (ସଂ. କର୍ଷଣ; ପ୍ରା. କଡ୍ଢ଼ଣ) — କଡ଼ାଣ (ଦେଖ) — Kaṟḍ̠āṇa (See)