କଢ଼ି Kaṟḍ̠ẖi

  • ଦେ. ବି. — (ସଂ. କଳି; କଳିକା)— କଢ଼; ମୁକୁଳ — Bud
  • ଦେ. ବି. — ନାଗେଶ୍ୱର କଢ଼ି କାମ ହାବୋଡ଼ ବାଜେ—ଶିଶୁଶଙ୍କର. ଉଷା ଅଭିଳାଷ।
  • ଦେ. ବି. — କଡ଼ି ( 2 ) (ଦେଖ) — କଡ଼ି () (ଦେଖ). Kaṟḍ̠i () (See)
  • ଦେ. ବି. — ଛୋଟ ମେଣ୍ଢୀ; ଛୁଆ ଜନ୍ମ କରି ନଥିବା ମାଈ ମେଣ୍ଢା — A young ewe which has not yet given birth to young ones