କଢ଼ି ଲୋଥ Kaṟḍ̠ẖi lotha

  • ଦେ. ବି. — ଚାରିପାଖରେ କ୍ଷୁଦ୍ର କ୍ଷୁଦ୍ର ସୁବର୍ଣ୍ଣ କଢ଼ ଖଞ୍ଜା ହୋଇ ଥିବା ନୋଥ; ଦକ୍ଷିଣୀ ଲୋଥ — A circular ring for the nose with tiny golden buds set on its circumference