କୁଇ Kui

  • ପ୍ରାଦେ. (ବାଲେଶ୍ୱର ଓ ମେଦିନୀପୁର) ବି — ଦଧିଭାଣ୍ଡ — The pot for curd
  • ପ୍ରାଦେ. (ବାଲେଶ୍ୱର ଓ ମେଦିନୀପୁର) ବି — କୋଇ; ବଣିଆମାନଙ୍କ ଧାତୁ ଆଉଟିବା ପାତ୍ର — Goldsmith's crucible
  • ଦେ. ବି — କନ୍ଧମାନଙ୍କ ମାତୃ ଭାଷା — Kui; the mother-tongue of the Kandhas
  • ଦେ. ବି — [ଦ୍ର—ଏ ଭାଷାର ଲିଖିତ ଆକାର ନ ଥିବାରୁ ଏହା ଇଂରାଜି ଓ ଓଡ଼ିଆଭାଷା ସାହାଯ୍ୟରେ ଶିକ୍ଷା କରାଯାଏ। ଓଡ଼ିଶାର କନ୍ଧମାନେ ବିଦ୍ୟାଳୟରେ ଓଡ଼ିଆଭାଷା ଶିକ୍ଷା କରୁଅଛନ୍ତି।]