କୁଇଁ କୁଇଁ ହେବା Kuiñ kuiñ hebā

  • ପ୍ରାଦେ. (ସମ୍ବଲପୁ) କ୍ରି — (ପୋଷା କୁକୁର ପ୍ରଭୁ ପଛରେ ଓ ଭୃତ୍ୟ ପ୍ରଭୁ ପଛରେ ଅବ୍ୟକ୍ତ ଧ୍ୱନି କରି ଗୋଡ଼ାଇଲା ପରି) କୌଣସି ବ୍ଯକ୍ତିର ଦାସତ୍ୱ ସ୍ୱୀକାର କରିବା — To slavishly cringe before a person