କୁଇନ୍ଦ୍ରି Kuindri

  • ଦେ. ବି. (ସଂ. କୁ ଓ ଇନ୍ଦ୍ରିୟ) — କୁତ୍ସିତ ଲିଙ୍ଗ; ଦୋଷଯୁକ୍ତ ପାପାସକ୍ତ ବ୍ଯକ୍ତିର ଜନନେନ୍ଦ୍ରିୟ — An ugly or sinning male generative organ; male organ of a sinful person