କୁଆଁରୀ ହାଡ଼ Kuāñrī hāṟḍ̠a

  • ଦେ. ବି. (ସଂ. କୁମାରୀ+ଆ. ହଡ୍ଡୀ) — ଅବିବାହିତା କନ୍ୟାର ହାତର ଅସ୍ଥୀ — The bone of the hand of a virgin, said to be efficacious in magical performances and used by magicians and charmers
  • ଦେ. ବି. (ସଂ. କୁମାରୀ+ଆ. ହଡ୍ଡୀ) — [ଦ୍ର—ଏହି ହାଡ଼କୁ ମନ୍ତ୍ରପୁତ କରି ଗୁଣିଆମାନେ ଗାରଡ଼ି ବିଦ୍ୟା— ସାଧନାରେ ବ୍ଯବହାର କରନ୍ତି।]