କୁଆଶା Kuāṡā

  • ଦେ. ବି. (କୁ+ଆଶା) — ଦୁରାଶା; ଦୁରାକାଙ୍କ୍ଷା — Vain hope
  • ପ୍ରାଦେ. ବି. (ମେଦିନୀପୁର)(ସଂ. କୁଜ୍ଝଟିକା; ତୁଳ; ବଂ. କୋୟାଶା; ହି. କୁହାସା) — କୁହୁଡ଼ି — Fog; frost