କୁଆଁରୀ ସୂତା Kuāñrī sūtā

  • ଦେ. ବି. (ସଂ. କୁମାରୀ+ସୂତ୍ର) — ଅଷାଢ଼ୁଆସୂତା; କୌତୁକ ସୂତ୍ର; କୁମାରୀ କାଟିଥିବା ସୂତା — Thread woven by a maid
  • ଦେ. ବି. (ସଂ. କୁମାରୀ+ସୂତ୍ର) — [ଦ୍ର—ଏହା ବିବାହ କର୍ମରେ ଆବଶ୍ୟକ ହୁଏ ଏବଂ ଏହା ବଳାଯାଇ ବରକନ୍ୟାଙ୍କ ହାତ ଓ ବାହାରେ ବନ୍ଧାଯାଏ।]