କୁଇନ୍ତା Kuintā
- ଗ୍ରା. (ପଦ୍ଯ) ବି. ସ୍ତ୍ରୀ. (ସଂ. କୁନ୍ତୀ) — ପଣ୍ଡୁରାଜାଙ୍କ ସ୍ତ୍ରୀ କୁନ୍ତୀ; ପାଣ୍ଡବଙ୍କ ମାତା — Kuntī the wife of Paṇḍu
- ଗ୍ରା. (ପଦ୍ଯ) ବି. ସ୍ତ୍ରୀ. (ସଂ. କୁନ୍ତୀ) — ଅଗସ୍ତି ବୋଇଲେ ଶୁଣ ଗୋ ଦେବି କୁଇନ୍ତେ ଦୁର୍ବାସାଙ୍କ ମହାମନ୍ତ୍ର ଅଛି ତବ ହସ୍ତେ। ସାରଳା, ମହାଭାରତ, ଆଦି।