ଉପଚାର Upachāra

  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ଉପଚର୍ଯ୍ୟା; ସେବା ଶୁଶ୍ରୂଷା; — Service; attendance
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ଚିକିତ୍ସା; ଔଷଧ ପ୍ରୟୋଗ — Medical treatment; administering medicine
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ଚନ୍ଦନାଦି ଉପଚାର, ହେଉଛି ତପତ ଲୋହ ଜମ୍ବାଳ ପ୍ରକାର। —ଭଞ୍ଜ, ପ୍ରେମସୁଧାନିଧି।
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ସମ୍ମାନ — Respect
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ବ୍ୟବସାୟ — Profession; trade
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ଆରୋପ — Imputation
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ଉପକରଣ — Material; ingredient
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ଉତ୍କୋଚ — Bribe
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ସଜ୍ଜା — Equipment
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ବ୍ୟବହାର — Custom; usage
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ଛଳପୂର୍ଣ୍ଣ ଯୁକ୍ତି; ଚାତୁରୀ — Unfair argument by taking advantage of some unguarded or equivocal expression of the opposite party
  • ସଂ. ବି (ଉପ+ଚର ଧାତୁ=ଯିବା+ଭାବ. ଅ) — ମିଥ୍ୟାବାକ୍ୟ; ମିଥ୍ୟାପ୍ରଶଂସା — Flattering compliment; false praise