ଉପଚର୍ଯ୍ୟା Upacharj̄yā

  • ସଂ. ବିଣ (ଉପ+ଚର+ଭାବ. ଯ.+ସ୍ତ୍ରୀ. ଆ) — ସେବା; ଶୁଶ୍ରୂଷା — Attendance; service
  • ସଂ. ବିଣ (ଉପ+ଚର+ଭାବ. ଯ.+ସ୍ତ୍ରୀ. ଆ) — ଚିକିତ୍ସା — Medical treatment
  • ସଂ. ବିଣ (ଉପ+ଚର+ଭାବ. ଯ.+ସ୍ତ୍ରୀ. ଆ) — ଉପାସନା; ଆରାଧନା — Worship