ଉପଚିତ Upachita

  • ସଂ. ବିଣ. (ଉପ+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କର୍ମ. ତ) — ସମୃଦ୍ଧ; ବୃଦ୍ଧିପ୍ରାପ୍ତ — Increased; augmented;
  • ସଂ. ବିଣ. (ଉପ+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କର୍ମ. ତ) — ଉନ୍ନତ — Improved
  • ସଂ. ବିଣ. (ଉପ+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କର୍ମ. ତ) — ପରିପୃଷ୍ଟ — Developed
  • ସଂ. ବିଣ. (ଉପ+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କର୍ମ. ତ) — ସଂଗୃହୀତ; ସଞ୍ଚିତ — Collected; gathered; culled together
  • ସଂ. ବିଣ. (ଉପ+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କର୍ମ. ତ) — ରଚିତ — prepared
  • ସଂ. ବିଣ. (ଉପ+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କର୍ମ. ତ) — ସମାହିତ — Finished; completed
  • ସଂ. ବିଣ. (ଉପ+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କର୍ମ. ତ) — ଦଗ୍ଧ — Burnt