ଉପଚାରିବା Upachāribā

  • ଦେ. ପଦ୍ୟ. କ୍ରି — ଅନୁଷ୍ଠାନ କରିବା
  • ଦେ. ପଦ୍ୟ. କ୍ରି — ବେନି ଅବଲୋକ ଧରି ସୁଧା ପାନ କରି, ନାନାବିଧି କର୍ମ ପରିହାସ ଉପଚାରି। —ପ୍ରାଚି, ରସବାରିଧି।