ଉପଚିକୀର୍ଷୁ Upachikīrshu

  • ସଂ. ବିଣ (ଉପ+କୃ ଧାତୁ+ଇଚ୍ଛାର୍ଥେ ସନ୍+କର୍ତ୍ତୃ. ଉ) — ପରୋପକାର କରିବାକୁ ଇଚ୍ଛୁକ; ଉପକାର କରିବାକୁ ଉଦ୍ୟତ